text
string
label
int64
ଅବସର ପାଇଁ ଚିନ୍ତା ନାହିଁ: ମାତ୍ର ୩୩% ଲୋକ କରୁଛନ୍ତି ସଞ୍ଚୟ
0
‘ପଦ୍ମାବତ୍‌’ ରିଲିଜ୍‌ ଉପରେ କଟକଣା ଜାରି କଲା ହରିଆଣା…
1
ହାମିଲଟନ୍‌ ଟେଷ୍ଟରେ େଓ୍ଵଷ୍ଟଇଣ୍ଡିଜ୍‌ ୨୪୦ ରନ୍‌ରେ ପରାସ୍ତ
2
ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ନାଁରେ ରଖାଗଲା ଗଣ୍ଡାର ନାଁ,ଜାଣନ୍ତୁ…
1
ଗିଲ୍‌କ୍ରିଷ୍ଟ, ବାଉଚର ଓ ସାଙ୍ଗାକାରାଙ୍କ ପରେ ଚତୁର୍ଥ ଧୋନି @ ୧୦,୦୦୦
2
କିଟ୍‌ରେ ଜାତୀୟ ଦଳଗତ ଚେସ୍‌ ଆରମ୍ଭ
2
ଦକ୍ଷିଣ କୋରିଆକୁ ଶକ୍ତ ଧକ୍କା:ଜର୍ମାନି ମ୍ୟାଚ୍‌ରୁ ଅଧିନାୟକ ‘କି’ ବାଦ୍‌
2
ମୀନା କୁମାରୀ ହେବେନି ବିଦ୍ୟା ବାଲନ୍‌
1
ବୁମ୍‌ରା ମୋତେ ଭୁଲ୍ ପ୍ରମାଣିତ କରିଛନ୍ତି: କପିଳ ଦେବ
2
ସେନ୍‌ସେକ୍‌୍‌ସ ୩୪ ହଜାର ଟପିଲା
0
ଘୋର ସଙ୍କଟରେ ଜେଟ୍ ଟଙ୍କା, ସ୍ପେୟାର୍‌ ପାର୍ଟସ୍‌ କିଛି ନାହିଁ
0
ଆଜିର ତେଲଦର : ପେଟ୍ରୋଲ ୨୧ ପଇସା, ଡିଜେଲ ୧୯ ପଇସା କମିଲା
0
ପ୍ରି-କ୍ୱାର୍ଟରରେ ଫ୍ରାନ୍ସ, ଡେନ୍‌ମାର୍କ 
2
ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ପୁରସ୍କାର ପାଇଁ ଟିଏସ୍‌ଜି ଗୁରୁକୁଳ ମନୋନୀତ
0
ସାମସଙ୍ଗ୍ ଗାଲାକ୍ସି ଏମ୍୩୦ ଉନ୍ମୋଚିତ
0
ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ
0
ସବୁଠାରୁ ଅଧିକ ଚର୍ଚ୍ଚାରେ ଓଲିଉଡର ଏହି ନୂଆ ଯୋଡ଼ି
1
ଜାହ୍ନବୀଙ୍କ ଖୁଲାସା: ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ…
1
ମିତେଶ ଓ ପ୍ରସାଦ ସମ୍ବର୍ଧିତ
2
ଆଇପିଏଲ୍‌-୨୦୧୯ ଖେଳସୂଚୀ ଜାରି, ଚେନ୍ନାଇ-ବେଙ୍ଗାଲୁର ପ୍ରଥମ ମୁକାବିଲା
2
ଆଇପିଏଲ୍‌ ୧୧: ଜେସନ ରାୟଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୭ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ 
2
ସନ୍ନିଙ୍କ ସଂପର୍କରେ ତାଙ୍କ ବାପାମାଆଙ୍କ ଧାରଣା ଏମିତି,…
1
ଚିକିତ୍ସାଲାଗି ବିଦେଶ ଯିବେ ଇରଫାନ ଖାନ୍‌
1
ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ଭିଭୋର ସାଧାରଣତନ୍ତ୍ର ଅଫର
0
କିକ୍‌ ବକ୍ସିଂ କଳଙ୍କ: ଠକେଇ ଅଭିଯୋଗ ଆଣିଲେ ଆଉ ଜଣେ ଖେଳାଳି
2
ଜାହିର ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟ୍‌ ପରିଚାଳନା ନିର୍ଦେଶକ
2
ପନ୍ଦର ବର୍ଷ ବୟସରେ ଏହି ଭୁଲ୍‌ କରିଥିଲେ ଶ୍ରଦ୍ଧା କପୁର !
1
ଓଡ଼ିଶାକୁ ଯୁଗଳ ବିଜୟ; ଗାଙ୍ଗ୍‌ପୁର ହାରିଲା
2
ବାପ-ପୁଅ ବଂଧନ
2
ଜାଣନ୍ତି କି ୨୦୧୮ରେ କେଉଁ ସେକ୍ଟର୍‌ରେ କେତେ ଟଙ୍କା ବଢ଼ିବ ଦରମା?
0
ଜାତୀୟ ଉପକନିଷ୍ଠ କୁସ୍ତି ପାଇଁ ଓଡ଼ିଶା ଦଳ
2
ଗଞ୍ଜେଇ ଉପରେ ଲାଗିଥିବା ଆଇନଗତ କଟକଣାକୁ ଉଠାଇବା ପାଇଁ କହିଲେ…
1
ଆଜିପୁଣି କମିଲା ତେଲଦର, ଆସନ୍ତାକାଲି ଭୁବନେଶ୍ୱରରେ ପେଟ୍ରୋଲ ଟ.୭୦ ତଳକୁ ଖସିବା ସମ୍ଭାବନା
0
ରିଜର୍ଭ ବ୍ୟାଙ୍କ ରିପୋର୍ଟ : ବ୍ୟାଙ୍କ ନିୟମ କୋହଳ, ଅର୍ଥନୀତି ପାଇଁ ଘାତକ ହେବ
0
ଶରୀରରୁ ଦୁର୍ଗନ୍ଧ ବାହାରୁଥିବା ହେତୁ ବିମାନ ଯାତ୍ରା କରିବାରୁ ବଞ୍ଚିତ ହେଲେ ପତିପତ୍ନୀ ଓ ୧୯ ମାସର ପିଲା
0
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି:ଝାଡ଼ଖଣ୍ଡଠୁ ୮ ଓ୍ଵିକେଟ୍‌ରେ ହାରିଲା ଓଡ଼ିଶା 
2
ପ୍ରଶଂସକ ଗ୍ରାମରେ ହକି ମଜା
2
ଚାରି ଥର ଆୟୋଜନରେ ବ୍ୟାଙ୍କକ୍‌ ପ୍ରଥମ
2
ସୁରକ୍ଷା କାରଣରୁ ଭାରତକୁ ଫେରିପାରୁନି: ନିରବ
0
ଆଜି ବି କମିଲା ତେଲଦର, କିପରି ଜାଣିବେ ଆପଣଙ୍କର ସହରର ପେଟ୍ରୋଲ,ଡିଜେଲ ଦର, ଜାଣନ୍ତୁ
0
ଭାରତ ବନାମ ଅଷ୍ଟ୍ରେଲିଆ: ୩ୟ ଟେଷ୍ଟ୍‍ର ୩ୟ ଦିନରେ ୧୫୧ ରନ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଅଲ୍‌ଆଉଟ୍‌: ୬ ଓ୍ଵିକେଟ୍‌ ନେଇ…
2
ଆଇପିଏଲ୍‌ ୧୧: କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ଘରୋଇ ମ୍ୟାଚ୍‌ କାର୍ଯ୍ୟକ୍ରମରେ ପରିବର୍ତ୍ତନ
2
କଳାଧନ କାରବାର ସନ୍ଦେହ : ଗୋଟିଏ କମ୍ପାନି ନାମରେ ସର୍ବାଧିକ୨,୧୩୪ ଆକାଉଣ୍ଟ୍‌ !
0
୨୦୧୮ରେ ଟେଲିକମ୍‌ କ୍ଷେତ୍ର : ଆହୁରି ସ୍ମାର୍ଟହେବ ସ୍ମାର୍ଟଫୋନ
0
ସନ୍ତୋଷ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ୍‌ ପରାଜୟ
2
ବିଳମ୍ବରେ ଜାକର୍ତା ଯିବେ ଚିଫ୍‌ ଡି ମିସନ୍‌
2
ଛେତ୍ରୀଙ୍କ ହ୍ୟାଟ୍ରିକ୍‌:ଫାଇନାଲ୍‌ରେ ବେଙ୍ଗାଲୁରୁ
2
ଭାରତ ସେମିକୁ ଉନ୍ନୀତ
2
‘ଜୁଡଓ୍ଵା-୨’ର ସଫଳତା ମନାଉଛନ୍ତି ବରୁଣ ଧଓ୍ଵନ
1
ଚେନ୍ନାଇକୁ ହରାଇଦେଲା ଦିଲ୍ଲୀ
2
ଫରେଷ୍ଟ୍‍ ଓ ଜେଏମ୍‌ଡି ବିଜୟୀ:ସନ୍ତୋଷ ସ୍ମାରକୀ କ୍ରିକେଟ୍‌
2
ଜାତୀୟ ଶିଶୁ ଚେସ୍‌ ପ୍ରତିଯୋଗୀଙ୍କୁ ମାଗଣା ପ୍ରଶିକ୍ଷଣ ୬ରୁ
2
ନିଜକୁ ପର୍‌ଫେକ୍ଟ୍‌ ଲୁକ୍‌ ଦେବାପାଇଁ ବିପାଶା କରିଥିଲେ ଏହି କାମ
1
ଯାନ୍ତ୍ରୀକ ତ୍ରୁଟି : କଟକ ଟି-୨୦ ପୂର୍ବରୁ ଅଟକିଲା ଟିମ୍‌ ଇଣ୍ଡିଆର ବସ୍‌
2
ଐତିହାସିକ ପଦାର୍ପଣରେ ପରାଜୟ: ଆମେରିକା ୩-୦ରେ ଜିତିଲା
2
ଖୁବ୍‌ ଶୀଘ୍ର ହ୍ରିତିକ୍‌ ପୁଣିଥରେ ବିବାହ କରିପାରନ୍ତି! ଜାଣନ୍ତୁ…
1
ବକ୍ସଅଫିସରେ ଧମାଲ୍‌ କଲା ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ ମ୍ୟାନ୍‌’
1
ହୁଣ୍ଡାଇର ଆଞ୍ଚଳିକ ତାଲିମ କେନ୍ଦ୍ର ଉଦ୍‌ଘାଟିତ
0
ନୂଆ ଉତ୍ପାଦ
0
ଏବର୍ଷ ଆମଦାନି ୭ ଲକ୍ଷ କୋଟି ଟପିବ
0
ପ୍ରଥମ ରଙ୍ଗିନ ଓଡ଼ିଆ ଛବିର ନିର୍ଦ୍ଦେଶକ ନଗେନ୍‌ ରାୟ ଆଉ ନାହାନ୍ତି
1
ଟ୍ରେନ ବିଳମ୍ବ ହେଲେ ଅଟକିବ ଅଫିସରଙ୍କ ପଦୋନ୍ନତି
0
ସନ୍ନି ଲିଓନଙ୍କ ଫ୍ୟାନଙ୍କୁ ଝଟ୍‌କା: ନୂଆବର୍ଷ କାର୍ଯ୍ୟକ୍ରମ ପାଇଁ…
1
ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ଚେସ୍‌ମି
2
ଷ୍ଟକ୍‌ ଏକ୍ସଚେଞ୍ଜ୍‌ରୁ ବାଦ୍‌ ପଡ଼ିବେ ୨୨୨:ଜାଲ୍‌ କମ୍ପାନି ଉପରେ ଚଡ଼କ
0
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସେଆର୍‌ କଲେ ନିଜର ବିରଳ ଫଟୋ , ଜାଣନ୍ତୁ…
1
ଶ୍ରଦ୍ଧା କପୁରଙ୍କୁ ନେଇ ବଡ଼ ରାଜ୍‌ର ଖୁଲାସା କଲେ ପିତା ଶକ୍ତି…
1
ଦେଶରେ ଆରମ୍ଭ ହେବ ଶସ୍ତା ବିମାନ ସେବାର ଯୁଗ !
0
ଦୁଇ ଜଣଙ୍କ ଉପରେ ରାଗିଛନ୍ତି ସଂଜୁବାବା , ଜାଣନ୍ତୁ ସେମାନେ କିଏ…
1
ପର୍ଣ୍ଣ ଫିଲ୍ମରେ କାମ କରିବା ଆଗରୁ ସନ୍ନି ଲିଓନ୍‌ ରଖିଥିଲେ ଏହି…
1
ନିବେଶକ ହରାଇଲେ ୨ ଲକ୍ଷ କୋଟି
0
ଯୁବ ଆଇଲିଗ୍‌ : ହାଇଦ୍ରାବାଦ ସହ ପଏଣ୍ଟ୍‌ ବାଣ୍ଟିଲା ଓଡ଼ିଶା
2
ଫକର, ସର୍ଫରାଜଙ୍କ ଅର୍ଧଶତକ; ପାକିସ୍ତାନ ୨୮୮
2
ଆମାଜନ୍‌ ମୁଖ୍ୟ ଦୁନିଆର ଶ୍ରେଷ୍ଠ ଧନୀ
0
ଶୋଇବା ବିଛଣାରେ ନିଜ ସ୍ମାର୍ଟଫୋନ୍‌ ରଖି ଶୋଉଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍‌
0
ଭିତ୍ତିଭୂମି ପରଖିଲେ, ଅମିୟଙ୍କୁ ପ୍ରଶିକ୍ଷଣ ଦେଲେ
2
ନାଗପୁର ଟେଷ୍ଟ: ବିଜୟ-ପୂଜାରାଙ୍କ ଶତକ, ଭାରତ ୨/୩୧୨
2
ଅର୍ଥ ସଚିବଙ୍କ କାର୍ଯ୍ୟକାଳ ମାସେ ବଢ଼ିଲା
0
ବ୍ୟବସାୟ ପ୍ରତିଷ୍ଠାନ ତାଲିକା ପ୍ରସ୍ତୁତ ହେବ
0
ଆଫଗାନିସ୍ତାନକୁ ୩ ରନ୍‌ରେ ହରାଇଲା ବାଂଲାଦେଶ
2
କୋହଲି, ଶାସ୍ତ୍ରୀଙ୍କ ଭୂମିକାର ମୂଲ୍ୟାଙ୍କନ ହେବା ଉଚିତ: ଗାଭାସ୍କର
2
ଭୁବନେଶ୍ୱରରେ ବିଗ୍‌ ବଜାରର ତୃତୀୟ ଷ୍ଟୋର
0
ଫେଡେରର୍‌ ବୟୋଜ୍ୟେଷ୍ଠ ଏକ ନମ୍ବର @୩୬
2
ଗ୍ରୀଷ୍ମକାଳୀନ ଫୁଟ୍‌ବଲ୍‌ ପ୍ରଶିକ୍ଷକ ଶିବିର ଉଦ୍‌ଯାପିତ
2
ଅନୀତା ଦାସଙ୍କ ବିୟୋଗରେ ଓଲିଉଡରେ ଶୋକ : ପ୍ରିୟ ମଣିଷଙ୍କୁ…
1
ସୁଶାନ୍ତଙ୍କୁ ନେଇ ଦୁଇ ବଲିଉଡ ନାୟିକାଙ୍କ ଭିତରେ ଟଣାଓଟରା!…
1
ଆୟର୍ଲାଣ୍ଡ୍‌ ଆଣ୍ଠେଇଲା: ଭାରତ ୨-୦ରେ ଜିତିଲା
2
ନିୟମ ନ ମାନିଲେ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଖାତା: ଏସ୍‌ବିଆଇ
0
ଏହି ଦିଗ୍ଗଜ ଗାୟକଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଛନ୍ତି…
1
ଇଦୁଲଜୀଙ୍କ ସାଂଘାତିକ ଅଭିଯୋଗ, କୁମ୍ବଲେ ବିଦାହେବା ପଛରେ କୋହଲି
2
ଏସ୍‌ଏନ୍‌ ଟାଏକୋଣ୍ଡୋ ଏକାଡେମିକୁ ୨୩ ପଦକ
2
ଦିବାରାତ୍ର ଟେଷ୍ଟ୍‌ର କାରବୀୟ ପଦାର୍ପଣ
2
ପୁଣି ବଦଳିଲେ ଅଭିନେତା : ବିକି କୌଶଲ ନୁହନ୍ତି ଏବେ ରାକେଶ…
1
ରାଜ୍ୟ ମାନ୍ୟତା ବ୍ୟାଡ୍‌ମିଣ୍ଟନ୍‌: କ୍ରିଷ୍ଣିକାଙ୍କୁ ଦ୍ବିମୁକୁଟ
2
ଟର୍ନର ଛଡ଼ାଇଲେ ବିଜୟ: ଶୃଙ୍ଖଳା ୨-୨
2
ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ
1
ପେଟ୍ରୋଲ, ଡିଜେଲରୁ ଭାଟ୍‌ କମାଇବାକୁ ରାଜ୍ୟ ସରକାରଙ୍କୁ କହିଲେ ଧର୍ମେନ୍ଦ୍ର
0
ଓଡ଼ିଶାରେ ସେଞ୍ଚୁରି ମ୍ୟାଟ୍ରେସ ନିବେଶ କରିବ ୬୫ କୋଟି
0
ଭାରତୀୟ ଷ୍ଟେଟବ୍ୟାଙ୍କ ଘୋଟାଲାର ଶିକାର: ଗହଣା କମ୍ପାନି ଦ୍ୱାରା ୮୫୪କୋଟି ଟଙ୍କାର ଠକେଇ ଧରାପଡ଼ିଲା
0
ଅନିଲଙ୍କୁ‌ ଜେଲ ଯିବାକୁ ଦେବନି ରିଲାଏନ୍ସ
0